ପ୍ରେମ ବ୍ୟାପାରରୁ ପାତ୍ରପଡ଼ାରେ ଗୁଳିକାଣ୍ଡ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି

ଅନୁଗୁଳ ଜିଲ୍ଲା ପାତ୍ରପଡ଼ା ଗାଁରେ ଗୁଳିକାଣ୍ଡ। ଦେଶୀବନ୍ଧୁକ ଗୁଳିରେ ମିଲୁ ବେହେରା(୨୧) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଆଜି ଗୋଡ଼ରେ ଗୁଳି ରହିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାତ୍ରପଡ଼ା ଗାଁରେ ଗୁଳିକାଣ୍ଡ। ଦେଶୀବନ୍ଧୁକ ଗୁଳିରେ ମିଲୁ ବେହେରା(୨୧) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଆଜି ଭୋରରୁ ଛେଣ୍ଡିପଦା ସ୍ଵାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଗୋଡ଼ରେ ଗୁଳି ରହିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପ୍ରେମ ବ୍ୟାପାରରୁ ନିଜ ସମ୍ପର୍କୀୟ ଯୁବକ ଗୁଳିଚାଳନା କରିଥିବାର ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିଥିଲେ ମଧ୍ୟ ଗୁଳିକାଣ୍ଡ ସମ୍ପର୍କରେ ସୂଚନା ଦେଉନାହାନ୍ତି।

ଘର ପଛ ବିଲମାଳରେ ଗୁଳିକାଣ୍ଡ ଘଟିଥିବାର ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପ୍ରେମ ବ୍ୟାପାରରୁ ନିଜ ସମ୍ପର୍କୀୟ ଯୁବକ ଗୁଳିଚାଳନା କରିଥିବାର ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିଥିଲେ ମଧ୍ୟ ଗୁଳିକାଣ୍ଡ ସମ୍ପର୍କରେ ସୂଚନା ଦେଉନାହାନ୍ତି।

ಬಿಸಿ ಬಿಸಿ ಸುದ್ದಿ

ಕ್ರಿಕೆಟ್ ಲೈವ್ ಸ್ಕೋರ್

ಚಿನ್ನ ಮತ್ತು ಬೆಳ್ಳಿ ಬೆಲೆಗಳು